ଓଡିଶା ହାତୀ ଉପଦ୍ରବରେ ଲୋକେ ଅତିଷ୍ଠ : ଡ଼ିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ desk April 8, 2021 ସମ୍ବଲପୁର,ସମ୍ବଲପୁର ସଦର ରେଞ୍ଜ୍ ଅଂଚଳରେ ଦନ୍ତା ହାତୀଙ୍କ ଉପଦ୍ରବରେ ଅତିଷ୍ଠ ହୋଇ ସ୍ଥାନୀୟ ଲୋକେ ଡ଼ିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତୁରନ୍ତ ବନ ବିଭାଗ ହାତୀ ଘଉଡ଼ାଇବା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି । Tags: Dharana and demonstration IN front of DFO office Continue Reading Previous: ୱାସିଂ ଲାଇନ୍ରୁ ରେଲୱେ କର୍ମଚାରୀଙ୍କ ମୃତଦେହ ଉଦ୍ଧାରNext: ଆସିକା ବ୍ଲକର ୫ ପଚାଂୟତରେ ଆଜି ଠାରୁ ୧୪୪ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 03 November 2025 Important news 1 min read ଓଡିଶା Indo Kaling Times 03 November 2025 Important news November 3, 2025 ବିହାର ନିର୍ବାଚନ ଏବଂ ଉପ-ନିର୍ବାଚନ ୨୦୨୫ 1 min read ଓଡିଶା ବିହାର ନିର୍ବାଚନ ଏବଂ ଉପ-ନିର୍ବାଚନ ୨୦୨୫ November 3, 2025 ରାଜଭବନରେ ବିଶ୍ଵ ହିନ୍ଦୀ ପରିଷଦ ଆନୁକୁଲ୍ୟରେ ସମ୍ବର୍ଦ୍ଧନା ସମାରୋହ ଓଡିଶା ରାଜଭବନରେ ବିଶ୍ଵ ହିନ୍ଦୀ ପରିଷଦ ଆନୁକୁଲ୍ୟରେ ସମ୍ବର୍ଦ୍ଧନା ସମାରୋହ November 3, 2025