ଓଡିଶା କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୨୭ ଗିରଫ, ୮୭୦ ବାହନ ଜବତ desk April 7, 2021 ଭୁବନେଶ୍ୱର, ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୨୭ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୮୭୦ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୪,୯୧,୩୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି । Tags: Odisha Police Continue Reading Previous: ଛୁରାମାଡ଼ ଘଟଣାରେ ୪ ଗିରଫ Next: ମୋବାଇଲ୍ ଛିନତାଇ ଘଟଣା : ୭ ଗିରଫ, ୧୭ ମୋବାଇଲ୍ ଜବତ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଚିନ୍ମୟାନନ୍ଦଜୀଙ୍କର ୧୦୯ତମ ଜୟନ୍ତୀ ପାଳିତ ଓଡିଶା ଚିନ୍ମୟାନନ୍ଦଜୀଙ୍କର ୧୦୯ତମ ଜୟନ୍ତୀ ପାଳିତ May 9, 2025 ରାଜ୍ୟଗୁଡିକୁ ଜରୁରୀକାଳୀନ ଶକ୍ତିର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଲା ଗୃହ ମନ୍ତ୍ରାଳୟ 1 min read ଓଡିଶା ରାଜ୍ୟଗୁଡିକୁ ଜରୁରୀକାଳୀନ ଶକ୍ତିର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଲା ଗୃହ ମନ୍ତ୍ରାଳୟ May 9, 2025 ଭାରତ-ପାକିସ୍ତାନ ବିବାଦ ଭିତରେ ରାଜ୍ୟକୁ ଫେରୁଛନ୍ତି ଲୋକେ 1 min read ଓଡିଶା ଭାରତ-ପାକିସ୍ତାନ ବିବାଦ ଭିତରେ ରାଜ୍ୟକୁ ଫେରୁଛନ୍ତି ଲୋକେ May 9, 2025