ଭୁବନେଶ୍ୱର, ପିପିଲି ଉପ ନିର୍ବାଚନରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବେ । ପ୍ରତାପ ଦେବଙ୍କ ଘରେ ବସିଥିବା ବିଜେଡି ବୈଠକ ପରେ ଏନେଇ ସୂଚନା ମିଳିଛି ।ଉଲ୍ଲେଖନୀୟ ଯେ ଆଗାମୀ ୧୭ ତାରିଖରେ ପିପିଲି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।
Related Stories
May 2, 2024