
ଦିଲ୍ଲୀରେ ଗତ ୨୪ ଘଂଟାରେ ୨,୭୯୦ କରୋନାର ନୂଆ ମାମଲା
ଦିଲ୍ଲୀ,  , ଦିଲ୍ଲୀରେ ଗତ ୨୪ ଘଂଟାରେ ୨,୭୯୦    ନୂଆ କରୋନାର ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ୯ ଜଣଙ୍କର ମୃତ୍ୟୁ  ଘଟିଛି ।  ଦିଲ୍ଲୀ  ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି  ୬,୬୦,୬୧୧ ହୋଇ ଯାଇଛି ।ବର୍ତମାନ  ଯାଏ   ୧୧,୦୩୬ ଜଣଙ୍କର କରୋନାରେ ମୃତ୍ୟୁ  ଘଟିଛିା
ଗୁଜରାତରେ ଗତ ୨୪ ଘଂଟାରେ ୨,୪୧୦  ନୂଆ କରୋନା ମାମଲା 
ଗାନ୍ଧୀନଗର ,  ଗୁଜରାତରେ   ଗତ ୨୪ ଘଂଟାରେ  ୨,୪୧୦  ନୂଆ କରୋନାର ମାମଲା ସାମନାକୁ ଆସିଛି ।  ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩,୧୦,୧୦୮ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୪,୫୨୮ ଜଣଙ୍କର ମୃତ୍ୟୁ ଘଟିଛି ।
