
ଢ଼େଙ୍କାନାଳ, ଜାଲ୍ ନୋଟ୍ କାରବାର ଅଭିଯୋଗରେ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ନରସିଂହପୁରର ପୂର୍ବତନ ମହିଳା ସରପଚଂ ମମତା ସାହୁଙ୍କୁ ପୋଲିସ ଗିରଫ କରିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । ଏହି ରାକେଟରେ ଅନ୍ୟ କାହାରି ସମ୍ପୃକ୍ତି ରହିଛି କି ନାହିଁ ସେନେଇ ଛାନଭିନ୍ ଜାରୀ ରଖିଛି ପୋଲିସ ।