ଓଡିଶା ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗ : ବାପ ପୁଅ ଗିରଫ desk March 15, 2021 ବୌଦ୍ଧ, ମାଧପୁର ରେଞ୍ଜ୍ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପ ପୁଅଙ୍କୁ ଗିରଫ କରିଛି ବନ ବିଭାଗ । ସେମାନଙ୍କ ନିକଟରୁ ଦୁଇଟି ଟାଙ୍ଗିଆ ଓ ଦିଆସିଲି କାଠି ଜବତ କରାଯାଇଛି । ଅଭିଯୁକ୍ତ ଦ୍ୱୟ ହେଲେ ମାଧପୁର କଲୋନୀ ସାହିର ଆସନ ମାଝୀ ଓ ତାଙ୍କ ପୁଅ ଶ୍ୟାମଘନ ମାଝି । Tags: 2 arrested by forest dept Continue Reading Previous: ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ; ହତ୍ୟା ପରେ ପୋଡ଼ାଯାଇଥିବା ସନ୍ଦେହ Next: ରାଇଗାଁରେ ଭାଲୁ ଆତଙ୍କ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ବରଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ 1 min read ଓଡିଶା ବରଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ May 18, 2024 ବେଧଡ଼କ ଚାଲିଛି କେନ୍ଦୁପତ୍ର ଚାଲାଣ, ରାଜସ୍ବ ହରାଉଛି ପଞ୍ଚାୟତ ଓଡିଶା ବେଧଡ଼କ ଚାଲିଛି କେନ୍ଦୁପତ୍ର ଚାଲାଣ, ରାଜସ୍ବ ହରାଉଛି ପଞ୍ଚାୟତ May 18, 2024 ଶ୍ରୀ ମନ୍ଦିର ହେଉଛି ଓଡ଼ିଆଙ୍କ ସ୍ଵାଭିମାନର ପ୍ରତୀକ – ହେମନ୍ତ ବିଶ୍ଵଶର୍ମା ଓଡିଶା ଶ୍ରୀ ମନ୍ଦିର ହେଉଛି ଓଡ଼ିଆଙ୍କ ସ୍ଵାଭିମାନର ପ୍ରତୀକ – ହେମନ୍ତ ବିଶ୍ଵଶର୍ମା May 18, 2024