ଜଟଣୀ- ଏକ ବିଂଶତମ ଜଟଣୀ ପୁସ୍ତକମେଳା ଟାଉନ୍ହଲ ଠାରେ ସୋମବାର ଉଦ୍ଘାଟିତ ହୋଇଥିବା ବେଳେ ମଂଗଳବାର ଦିତୀୟ ଦିବସରେ ଓଡିଆ ବକ୍ତୃତା ଏବଂ କବିତା ଆବୃତିର ଆୟୋଜନ ହୋଇଥିଲା ି । ଜଟଣୀ ପୁସ୍ତକମେଳା ସମିତି କାର୍ଯ୍ୟକାରୀ ସଭାପତି କୁମର ମୋହନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁÂିତ ଦିତୀୟ ସଂଧ୍ୟାର ଉସôବରେ ସାହିତି୍ୟକ ବାଦଲ ମହାନ୍ତୀ, ବିପିନୀ ବେହେରା, ସ୍ନିଗ୍ଧା ସ୍ୱାଇଁ, ସୋଦାମିନୀ ସାମନ୍ତରାୟ, ବିପିନୀ ବିହାରୀ ମହାନ୍ତୀ ମଂଚାଧିନ ଅତିଥିଭାବେ ଯୋଗ ଦେଇଥିଲେ । ପୁସ୍ତକମେଳା କମିଟିର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମହାନ୍ତି ବିବରଣୀ ପାଠ କରିଥିବା ବେଳେ ପଦ୍ମନାଭ ପାଣିଗ୍ରାହୀ ପାରମ୍ଭିକ ସୂଚନା ଦେଇଥିଲେ । ଉସôବ ପରିଚାଳନା କରିବାରେ ପ୍ରାଧ୍ୟାପକ ଅମରେନ୍ଦ୍ର ଷଡ଼ଙ୍ଗୀ, କ୍ଷିରୋଦ ନନ୍ଦ, ଭବାନୀ ଶଙ୍କର ମହାପାତ୍ର, ଜବାହାରଲାଲ୍ ସୁବୁଦ୍ଧି, ତ୍ରିନାଥ ସାମନ୍ତରାୟ, ସୁଶାନ୍ତ ରାଉତ, କିଶୋର ଚନ୍ଦ୍ର ପାଇକରାୟ ଓ ଅନ୍ୟ ସଦସ୍ୟମାନେ ସହାୟତା କରିଥିଲେ ।

Related Stories
November 27, 2024
November 27, 2024