
ଆଜି ସକାଳ ୭ଟା ସୁଦ୍ଧା ୪,୮୬,୩୧୪ ସେସନରେ ମୋଟ ୨.୮୨ କୋଟି (୨,୮୨,୧୮,୪୫୭)ରୁ ଅଧିକ ଟିକା ଦିଆଯାଇଛି ।ଏହା ମଧ୍ୟରେ ଅଛି ୭୨,୯୩,୫୭୫ ଏଚସିଡଡବ୍ଲୁ (ପ୍ରଥମଡୋଜ୍), ୪୧,୯୪,୦୩୦ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୭୨,୩୫,୭୪୫ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ଏବଂ ୯,୪୮,୯୨୩ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୪୫ ବର୍ଷରୁ ଅଧିକ ବୟସର ରୋଗାକ୍ରାନ୍ତ ୧୨,୫୪,୪୬୮ ହିତାଧିକାରୀ (ପ୍ରଥମ ଡୋଜ) ଏବଂ ୬୦ ବର୍ଷ ବୟସରୁ ଅଧିକ ବୟସର ୭୨,୯୧,୭୧୬ ଜଣ ହିତାଧିକାରୀ ।ଗତ ୨୪ ଘଣ୍ଟା ମଧ୍ୟରେ ୮ଟି ରାଜ୍ୟରେ ମୋଟ ୨୦,୫୩,୫୩୭ ଡୋଜରୁ ୭୪% ଦିଆଯାଇଛି।କେବଳ ଉତ୍ତର ପ୍ରଦେଶରେ ସର୍ବାଧିକ ୩.୩ ଲକ୍ଷରୁ ଅଧିକ ଟିକା ଡୋଜ୍ ଦିଆଯାଇଛି ।