ଓଡିଶା ମାଆକୁ ମଦ୍ୟପ ପୁଅର ମରଣାନ୍ତକ ଆକ୍ରମଣ ଅଭିଯୋଗ desk March 12, 2021 ବାଲେଶ୍ୱର, ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ କଂଟାବଣିଆ ଗ୍ରାମରେ ମାଆକୁ ମଦ୍ୟପ ପୁଅ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ମହିଳା ଜଣକ କୌଣସି ପ୍ରକାରେ ଜୀବନ ବଂଚାଇବା ସହ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । Tags: son attack her mother Continue Reading Previous: ପୃଥକ୍ ପୃଥକ୍ ସ୍ଥାନରୁ କୋଟିଏରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଜବତ : ୮ ଗିରଫ Next: ମାଆକୁ ଇଟାରେ ଛେଚି ହତ୍ୟା : ଅଭିଯୁକ୍ତ ପୁଅ ଗିରଫ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 28 October 2025 Important news 1 min read ଓଡିଶା Indo Kaling Times 28 October 2025 Important news October 28, 2025 ଦୁଇଦିନିଆ ଅଦ୍ୱିକା ସମ୍ମିଳନୀ ଆରମ୍ଭ 1 min read ଓଡିଶା ଦୁଇଦିନିଆ ଅଦ୍ୱିକା ସମ୍ମିଳନୀ ଆରମ୍ଭ October 28, 2025 71-ନୂଆପଡା ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଏଵଂ ଜିଲ୍ଲାପାଳଙ୍କ ଉପସ୍ଥିତି ରେ ଇ ଭି ଏମ୍ ଓ 1 min read ଓଡିଶା 71-ନୂଆପଡା ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଏଵଂ ଜିଲ୍ଲାପାଳଙ୍କ ଉପସ୍ଥିତି ରେ ଇ ଭି ଏମ୍ ଓ October 28, 2025