ସେ ଟ୍ୱିଟ କରି କହିଛନ୍ତି ଯେ ବରଗଡ଼ର ସାଂସଦ ତଥା ଆମ ଦଳର ବରିଷ୍ଠ ନେତା ସେୁରଶ ପୁଜାରୀ ଙ୍କ ଠାରୁ ବରଗଡ଼ ସମବାୟ ଚିନି କଳର ପୁନଃଉଦ୍ଧାର ପାଇଁ ଏକ ନିବେଦନ ପତ୍ର ଗ୍ରହଣ କଲି । ବରଗଡ଼ର ୧୫ ହଜାର ଆଖୁଚାଷୀଙ୍କ ଦ୍ୱାରା ବାର୍ଷିକ ପ୍ରାୟ ୧.୫ ଲକ୍ଷ ମେଟ୍ରିକ୍ ଟନ ଚିନି ଉତ୍ପାଦନ କରାଯାଉଥିବା ଜାଣିବାକୁ ପାଇଲି ବୋଲି ଉଲ୍ଲେଖ କରିଛନ୍ତି ।
Related Stories
November 22, 2024