ଭୁବନେଶ୍ୱର – ବରଗଡ଼ ଜିଲ୍ଲା ଗାଇସିଲେଟ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିମଳଜନିତ ଅବ୍ୟବସ୍ଥା, ପାନୀୟ ଜଳର ଅଭାବ ଓ ଆବଶ୍ୟକତା ଅନୁଯାୟୀ ଡାକ୍ତର ନଥିବା ଭଳି ଅଭିଯୋଗ ସରକାରଙ୍କ ଦୃଷ୍ଟିକୁ ଆସିଛି । ଏ ସଂପର୍କରେ ତୁରନ୍ତ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ବିଭାଗୀୟ ସଚିବଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
Related Stories
November 27, 2024
November 27, 2024