
ଜଗନ୍ନାଥପ୍ରସାଦ-ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ରେ ବ୍ଲକ ତରଫରୁ ଓ ବିଜେଡିଦଳ ତରଫରୁ କଳିଙ୍ଗବୀର ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୫ତମ ଜନ୍ମ ଜୟନ୍ତୀ ଉତ୍ସବ ଓ ପଞ୍ଚାୟତରାଜ ଦିବସ ପାଳନ ହୋଇ ଯାଇଛି। ଜଗନ୍ନାଥ ପ୍ରସାଦ ବ୍ଲକ ପରିସରରେ ବିଡ଼ିଓ ଅନୁପ ପଣ୍ଡା ଙ୍କ ସଭାପତିତ୍ୱ ରେ ପଂଚାୟତରାଜ ଦିବସ ପାଳିତ ହୋଇଯାଇଛି,।ଜିପିଇଓ ମଦନ ମୋହନ ମୁଦୁଲି ସଭାର ପରିଚାଳନା କରିଥିଲେ, ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ, ବ୍ଲକ ଅଧକ୍ଷା ଗୀତାଞ୍ଜଳି ବେହେରା,ଉପାଦକ୍ଷ ହିମାଂଶୁ ଶେଖର ବାରିକ,ଜିଲାପରିଷଦ ସଦସ୍ୟବରୁଣବେହେରା,ଡ଼.ରାଜେନ୍ଦ୍ର ସ୍ବାଇଁ, ବ୍ଲକ ବିଜେଡି ସଭାପତି ମୋହନ ପ୍ରଧାନ, ସହକାରୀଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ବ୍ଲକ କର୍ମଚାରୀ,ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ
ରଙ୍କନିଧି ପାତ୍ର ସଭାରେ ସଂଯୋଜନା କରିଥିଲେ, ଓ କବିସୂର୍ଯ୍ୟ ବେହେରା,ସୂର୍ଯ୍ୟ ନାରାୟଣ ପ୍ରଧାନ,ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ, ବ୍ଲକ ଅଧକ୍ଷା ଗୀତାଞ୍ଜଳି ବେହେରା,ଉପାଦକ୍ଷ ହିମାଂଶୁ ଶେଖର ବାରିକ, ବ୍ଲକ ବିଜେଡି ସଭାପତି ମୋହନ ପ୍ରଧାନ,ବିଜେଡ଼ି ମହିଳା ସଭାନେତ୍ରୀ ଲିପିକା ସ୍ୱାଇଁ,ବିଜେଡ଼ି ଯୁବ ସଭାପତି ପ୍ରମୁଖ ବିଜୁ ବାବୁଙ୍କ ସ୍ମୃତି ଚାରଣ
କରିଥିଲେ
ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO