
ଜଗନ୍ନାଥପ୍ରସାଦ-ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ରେ ବ୍ଲକ ତରଫରୁ ଓ ବିଜେଡିଦଳ ତରଫରୁ କଳିଙ୍ଗବୀର ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୫ତମ ଜନ୍ମ ଜୟନ୍ତୀ ଉତ୍ସବ ଓ ପଞ୍ଚାୟତରାଜ ଦିବସ ପାଳନ ହୋଇ ଯାଇଛି। ଜଗନ୍ନାଥ ପ୍ରସାଦ ବ୍ଲକ ପରିସରରେ ବିଡ଼ିଓ ଅନୁପ ପଣ୍ଡା ଙ୍କ ସଭାପତିତ୍ୱ ରେ ପଂଚାୟତରାଜ ଦିବସ ପାଳିତ ହୋଇଯାଇଛି,।ଜିପିଇଓ ମଦନ ମୋହନ ମୁଦୁଲି ସଭାର ପରିଚାଳନା କରିଥିଲେ, ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ, ବ୍ଲକ ଅଧକ୍ଷା ଗୀତାଞ୍ଜଳି ବେହେରା,ଉପାଦକ୍ଷ ହିମାଂଶୁ ଶେଖର ବାରିକ,ଜିଲାପରିଷଦ ସଦସ୍ୟବରୁଣବେହେରା,ଡ଼.ରାଜେନ୍ଦ୍ର ସ୍ବାଇଁ, ବ୍ଲକ ବିଜେଡି ସଭାପତି ମୋହନ ପ୍ରଧାନ, ସହକାରୀଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ବ୍ଲକ କର୍ମଚାରୀ,ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ
ରଙ୍କନିଧି ପାତ୍ର ସଭାରେ ସଂଯୋଜନା କରିଥିଲେ, ଓ କବିସୂର୍ଯ୍ୟ ବେହେରା,ସୂର୍ଯ୍ୟ ନାରାୟଣ ପ୍ରଧାନ,ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ, ବ୍ଲକ ଅଧକ୍ଷା ଗୀତାଞ୍ଜଳି ବେହେରା,ଉପାଦକ୍ଷ ହିମାଂଶୁ ଶେଖର ବାରିକ, ବ୍ଲକ ବିଜେଡି ସଭାପତି ମୋହନ ପ୍ରଧାନ,ବିଜେଡ଼ି ମହିଳା ସଭାନେତ୍ରୀ ଲିପିକା ସ୍ୱାଇଁ,ବିଜେଡ଼ି ଯୁବ ସଭାପତି ପ୍ରମୁଖ ବିଜୁ ବାବୁଙ୍କ ସ୍ମୃତି ଚାରଣ
କରିଥିଲେ
ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ