ଦ୍ୱିତୀୟ ଦିନରେ ବାଲିସିରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ୨୧୨ ଜଣ, ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ୯୦ ଜଣ, ବେଲଗୁଣ୍ଠାରେ ୨୦୬, ବେଗୁନିଆପଡ଼ାରେ ୨୮୧ ଜଣ, ଭଞ୍ଜନଗର ବ୍ଲକରେ ୭୬ ଜଣ, ଭଞ୍ଜନଗର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୬୧, ବୁଗୁଡ଼ାରେ ୨୫୬, ଛତ୍ରପୁର ବ୍ଲକରେ ୧୩୪, ଛତ୍ରପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ୬୨ ଜଣ, ଚିକିଟିରେ ୧୭୨, ଧରାକୋଟରେ ୧୩୪, ଦିଗପହଣ୍ଡିରେ ୨୯୧ ଜଣ, ଗଞ୍ଜାମରେ ୧୫୧, ହିଞ୍ଜିଳିକାଟୁରେ ୧୮୯ ଜଣ, ଜଗନ୍ନାଥପ୍ରସାଦ ବ୍ଲକରେ ୧୯୭, କବିସୂର୍ଯ୍ୟନଗର ବ୍ଲକରେ ୧୪୪ ଜଣ, ଖଲ୍ଲିକୋଟରେ ୨୨୨, କୁକୁଡ଼ାଖଣ୍ଡିରେ ୩୭୩, ପାତ୍ରପୁରରେ ୧୨୧, ପୋଲସରାରେ ୭୮, ପୁରୁଷୋତମପୁରରେ ୪୦୯, ରଙ୍ଗେଇଲୁଣ୍ଡାରେ ୧୮୬, ସାନଖେମୁଣ୍ଡିରେ ୨୨୬, ଶେରଗଡ଼ରେ ୨୨୪ ଏବଂ ସୋରଡ଼ା ବ୍ଲକରେ ୨୪୨ ଜଣ ବରିଷ୍ଠ ନାଗରିକ ଏବଂ ଜଟିଳ ରୋଗାଗ୍ରସ୍ତ ବ୍ୟକ୍ତି ମାନେ କୋଭିଡ଼୍ ଟକା ନେଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି ।
Related Stories
November 22, 2024