ଭୁବନେଶ୍ୱର ,ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟର ୧୪୩ ତମ ଜୟନ୍ତୀରେ ସୂଚନା ଓ ଲୋକ ସଂ ଆଜି ସକାଳେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବିହାର ପରିଷଦର କର୍ମକର୍ତା ଓ ସ୍ଥାନୀୟ ଜନସାଧାରଣଙ୍କୁ କରିବା ସଙ୍ଗେ ସଙ୍ଗେ ଆଚାର୍ଯ୍ୟ ବିହାର ପର କାର୍ଯ୍ୟକ୍ରମକୁ ପ୍ରଶଂସା କରଥି ିଲେ । ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର, ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡଃ. ପ୍ରମୋ ଦାସ, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟ ଦାସ, ସଂପାଦକ ଶ୍ରୀ ଶିଶିର ମହାପାତ୍ର, କାର୍ଯ୍ୟନିର୍ବାହୀ କମିଟି ସ ପରିଷଦର ସମସ୍ତ କର୍ମକର୍ତା ଓ ସଭ୍ୟମାନେକରିଥିଲେ ।
Related Stories
April 17, 2024