ସେ କହିଛନ୍ତି ଯେ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତି ହୋଇନି । ଅ ମହାରାଷ୍ଟ୍ର, ଗୁଜରାଟ ଭଳି କିଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି ବିଚାର ବିମର୍ଶ କରି ଏପରି ନିଷ୍ପତି ନିଆଯାଇଛି । ପୂର୍ବରୁ ନବମ, ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିଛି । ଅନ୍ୟ ଶ୍ରେଣୀର କ୍ଲାସ୍ ପାଇଁ କୌଣସି ନିଷ୍ପତି ହୋଇନଥିବା ସେ ସୂଚନା ଦେଇଛନ୍ତି ।
Related Stories
November 22, 2024