
ଜଗନ୍ନାଥ ପ୍ରସାଦ ଠାରେ ମା କରଞ୍ଜଇ ବଣିକ ସଙ୍ଘ ଏବଂ ମା ଲଷ୍ମୀ ବଜାର କମିଟି ତରଫୁରୁ ମା ଙ୍କୁ ଆବା ହନ କରି ପୂଜା ଆରମ୍ଭ ହୋଇଛି. ଗୋଟଏ ପଟ ରେ ମା କାଳୀ ଙ୍କ ଗେଟ ଅନ୍ୟ ପଟେ ମା ଲଷ୍ମୀ ଗେଟ ସାଙ୍ଗକୁ ସୁନ୍ଦର ଆଲୋକ ମାଳା ର ସାଜସଜା ସଂଘର ସଭାପତି ମାନେ ପୂଜା କୁ ଧୂମଧାମ ରସହ ପାଳନ କରୁଛନ୍ତି ପ୍ରସାଦ ସେବନ ସାଙ୍ଗକୁ ସଂସ୍କୃତି କ କାର୍ଯ୍ୟ କ୍ରମ ର ଯୋଜନା ଅଛି. ମା ଙ୍କୁ ଦର୍ଶନ ନିମନ୍ତେ ସହ ସହ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଛି ବହୁ ଶାନ୍ତି ରେ ପୂଜା ଚାଲିଛି।