
ପୁରୀ, ପବିତ୍ର ଶ୍ରୀପଞ୍ଚମୀ ରେ ଆଜି ରଥକାଠ ପୂଜାର୍ଚ୍ଚନା ସହ ଅନୁକୂଳ କରାଯିବ l ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖରେ ତିନୋଟି ବାର ଫୁଟିଆ ଧଉରା କାଠ ରଖା ଯାଇଛି l ଗଜପତି ଙ୍କ ରାଜଗୁରୁ, ବ୍ରାହ୍ମଣ ମାନେ ଫୁଲ, ଚନ୍ଦନ, ଧୂପ, ଦୀପ, ପଞ୍ଚlମ୍ବୃତ, ଘୃତ, ମହାପ୍ରସାଦ ସହ ମନ୍ତ୍ର ଉଚ୍ଚାରଣ ପୂର୍ବକ ପୂଜାର୍ଚ୍ଚନା କରିବେ l ରାମନବମୀ ଦିନ ରଥକାଠ କଟକ ଖପୁରିଆ ଠାରେ ଚିରଟ ହେବ l ପବିତ୍ର ଅକ୍ଷୟତୃତୀୟା ରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ l
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO