
ମାଲକାନଗିରି,ମାଲକାନଗିରି ଜିଲ୍ଳାରୁ ଆଜି ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି!ମିଳିଥିବା ସୂଚନା ଅନୁଯାୟୀ ଆକ୍ରାନ୍ତ ଜଣଙ୍କ ମାଲକାନଗିରି ପୌରପରିଷଦର ସେ ବ୍ରହ୍ମପୁରସରକାରୀ ମେଡିକାଲ ରେ ଚିକିତ୍ସା ଧିନ ଥିବାବେଳେ ଚି଼ହ୍ନଟ ହୋଇଛନ୍ତି!ଆଜିର ଆକ୍ରାନ୍ତ କୁ ମିଶାଇ ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5243କୁ ବୃଦ୍ଧି ପାଇଛି !ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 5209ଜଣ ସୁସ୍ଥ ହୋଇଘରକୁ ଫେରିଥିବାବେଳେ ଏବେ ୯ ଜଣ ଚିକିତ୍ସାଧିନ ଅଛନ୍ତି!ବର୍ତ୍ତମାନ ସୁଦ୍ଧା କରୋନାରେ ୨ ୫ ଜଣଙ୍କ ମୁର୍ତ୍ୟୁ ହୋଇଛି!