
ଗଞ୍ଜାମ, ଗୋଖାଦ୍ୟ ବୋଝେଇ ଟ୍ରକ୍ ରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ସ୍କ୍ୱାଡ୍ ହାତରେ ଧରାପଡିଛି । ଯାଂଚ୍ ବେଳେ ଟ୍ରକ୍ ରୁ ୫୭ କ୍ୱିଂଟାଲ ଗଞ୍ଜେଇ ଜବତ ହୋଇଛି । ଘଟଣାରେ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି ଅବକାରୀ ସ୍କ୍ୱାଡ୍ । ୧୬ ନଂ ଜାତୀୟ ରାଜପଥର କନିଷି ନିକଟରେ ଟ୍ରକ୍ ଯାଂଚ୍ ବେଳେ ଧରିଥିଲା ଅବକାରୀ ଗୁଇନ୍ଦା ସ୍କ୍ୱାଡ୍ ।