ଦିଲ୍ଲୀରେ ଗତ ୨୪ ଘଂଟାରେ ୯୬ କରୋନାର ନୂଆ ମାମଲା
ଦିଲ୍ଲୀ,ଦିଲ୍ଲୀରେ ଗତ ୨୪ ଘଂଟାରେ ୯୬ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬,୩୪,୩୨୫ ହୋଇ ଯାଇଛି । ବର୍ତମାନ ଯାଏ ୧୦,୮୨୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛିା