

ଅ୍ୟପକ୍ଷରେ ଶିକ୍ଷୟତ୍ରୀ ଓ ମହିଳା କର୍ମଚାରୀ ମାନଙ୍କୁ କରାଯାଇଥିବା ଦୁର୍ବ୍ୟବହାର, ଅଶ୍ଳୀଳ ବ୍ୟବହାର ଓ ଅପମାନକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପ୍ରଧାନ ପ୍ରକାଶ କରିଥିଲେ । ଜିଲାପାଳ ସବିଶେଷ ରିପୋର୍ଟ ପରେ ମହିଳା କର୍ମଚାରୀଙ୍କ ଅଭିଯୋଗ ଉପରେ କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।
Related Stories
August 25, 2025
August 25, 2025
August 25, 2025