
ଭୁବନେଶ୍ୱର– କଳାହାଣ୍ଡିରେ ଅନୁଷ୍ଠିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଯୋଗ ଦେଇ ନାହାନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ବସିବା ପାଇଁ ଅଲଗା ମଂଚ ବ୍ୟବସ୍ଥା କରାଯାଇଥିବା ବେଳେ ବିରୋଧୀ ଦଳ ନେତାଙ୍କ ବସିବା ପାଇଁ ଭିନ୍ନ ବ୍ୟବସ୍ଥାକୁ ସେ ନିନ୍ଦା କରିଛନ୍ତି । କାହିଁକି ଏଭଳି ଅଲଗା ବ୍ୟବସ୍ଥା କରାଗଲା ବୋଲି ସେ ପ୍ରଶ୍ନ ଉଠାଇବା ସହ ଆପତ୍ତି ମଧ୍ୟ ଜଣାଇଛନ୍ତି । ଗୋଟିଏ ମଂଚରେ ନିର୍ଦ୍ଧାରିତ ଦୂରତାରେ ଆସନ ବ୍ୟବସ୍ଥା ହୋଇପାରିଥାନ୍ତା ବୋଲି ପ୍ରଦୀପ୍ତ କହିଛନ୍ତି । କଣ ପାଇଁ ଅଲଗା ମଂଚ ବ୍ୟବସ୍ଥା କରାଗଲା ?ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ । ସେହିପରି ଏହି ବ୍ୟୟବହୁଳ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ପ୍ରଦୀପ୍ତ ପ୍ରଶ୍ନ ଉଠାଇଛନ୍ତି
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO