
ଭୁୁବନେଶ୍ୱର– ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଇଂଜିନିୟରିଂ ଓ ମେଡିକାଲ କଲେଜରେ ସ୍ଥାନ ସଂରକ୍ଷଣ ସମ୍ପର୍କରେ ସୁପାରିଶ କରିବାକୁ ଗୁରୁବାର ଦିନ ରାଜ୍ୟ ସରକାର ଏକ ହାଇ ପାବାର କମିଟି ଗଠିତ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଏହି କମିଟିର ନେତୃତ୍ୱ ଓଡିଶା ହାଇକୋର୍ଟର ପୂର୍ବତନ ଜଜ ଏକେ ମିଶ୍ର କରିବେ । ଏହା ସହିତ କମିଟିରେ ଡିଏମଇଟି ଡ. ସିବିକେ ମହାନ୍ତି , ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ବିଏସ ପୁନିଆ ତଥା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗର ନିର୍ଦେଶକ ଜି ରେଘୁ ସଦସ୍ୟ ଭାବେ କାମ କରିବେ । ସେହିପରି ଏସଡି ଏବଂ ଟିଇ ବିଭାଗର ଯୁଗ୍ମ ସଚିବ ଏ.କେ ନାୟକ ଆବାହକ ସଦସ୍ୟ ଭାବେ କାମ କରିବେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO