

ବୋର୍ଡ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଜାନୁଆରୀ ୧୦ରୁ ଫେବ୍ରୁଆରୀ ୨ ତାରିଖ ଯାଏଁ ଫର୍ମ ପୂରଣ ହେବ । ବିନା ଜରିମାନାରେ ଜାନୁଆରୀ ୨୭ ଫି ଦାଖଲର ଶେଷ ଦିନ ରଖାଯାଇଛି । ବିନା ଜରିମାନାରେ ଜାନୁଆରୀ ୨୮ ଫର୍ମ ଦାଖଲର ଶେଷ ତାରିଖ ରହିଛି । ସେହିପରି ଜରିମାନା ସହ ଜାନୁଆରୀ ୨୮ ଫି ଦାଖଲର ଶେଷ ତାରିଖ ଏବଂ ଜରିମାନା ସହ ଫେବ୍ରୁଆରୀ ୨ ଫର୍ମ ଦାଖଲର ଶେଷ ତାରିଖ ରହିଛି ।