ଭଦ୍ରକ – ଆଦାନୀ ଧାମରା ପୋର୍ଟର ସିଏସ୍ଆର୍ ପ୍ରମୁଖ ଅଂଶ ଭାବେ ଆଦାନୀ ଫାଉଣ୍ଡେସନ ପଶୁଧନଙ୍କ ସୁରକ୍ଷା ପାଇଁ ସର୍ବଦା କାର୍ଯ୍ୟ କରିଆସୁଅଛି ା ସ୍ଥାନୀୟ ଅଳର ପଶୁଧନଙ୍କ ଚିକିତ୍ସାଠାରୁ ଟିକାକରଣ ପାଇଁ ଆଦାନୀ ଫାଉଣ୍ଡେସନ ପକ୍ଷରୁ ନିୟମିତ ଚିକିତ୍ସା ଶିବିର ଆୟୋଜନ କରାଯାଉଛି ା ଏହିକ୍ରମରେ ଆଜି ଆଦାନୀ ଫାଉଣ୍ଡେସନ ପକ୍ଷରୁ ଭଦ୍ରକ ଜିଲ୍ଲା ପଶୁଚିକିତ୍ସା ବିଭାଗ ସହେଯାଗରେ ଭଦ୍ରକ ଜିଲ୍ଲା କରଞ୍ଜମାଳର ବାଜରପୁର ଗ୍ରାମରେ ଏକ ପଶୁଧନ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ା ସ୍ଥାନୀୟ ଅଳ ଲୋକେ ଏଠାରେ ସେମାନଙ୍କର ଗାଈ, ମଇଁଷି, ଛେଳି ଆଦି ପଶୁଧନର ବିଭିନ୍ନ ରୋଗର ଯା ଚିକିତ୍ସକମାନଙ୍କ ଦ୍ବାରା କରାଇଥିଲେ ା ସେମାନଙ୍କ ଠାରୁ ରକ୍ତନମୁନା ସଂଗ୍ରହ କରାଯିବା ସହ ପରୀକ୍ଷଣ ପାଇଁ ପଠାଯାଇଛି ା ଏହାଦ୍ବାରା ପଶୁଧନମାନେ ବ୍ୟାପୁଥିବା ସଂକ୍ରାମକ ରୋଗ ଠାରୁ ରକ୍ଷା ପାଇପାରିବେ ା ଏହି ଶିବିରରେ ପ୍ରାୟ ୪୨୬ ପ୍ରାଣୀଧନ(ଗାଈ, ମଇଁଷି, ଛେଳି) ଆଦି ପଶୁଧନର ଚିକିତ୍ସା କରାଯାଇଥିଲା ା
Related Stories
November 24, 2024
November 24, 2024