ହରିଆଣାରେ ଗତ ୨୪ ଘଂଟାରେ ୨୮୬ କରୋନାର ନୂଆ ମାମଲା
ଚଣ୍ଡିଗଡ , ହରିଆଣାରେ ଗତ ୨୪ ଘଂଟାରେ ୨୮୬ ନୂଆ କରୋନାର ମାମଲା ସାମନାକୁ ଆସିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨,୬୨,୬୧୧ ହୋଇଛି ।
ଝାରଖଣ୍ଡରେ କରୋନାର ୧୨୮ ନୂଆ ମାମଲା
ରାଂଚି, ଝାରଖଣ୍ଡରେ କରୋନାର ୧୨୮ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧,୧୫,୨୪୧ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧,୦୩୦ ଜଣଙ୍କର ମୃତ୍ୟୁ ଘଟିଛି ।