
ଭୁବନେଶ୍ୱର– ବୁଧବାର ଦିନ ରାଜ୍ୟର ୧୧ଟି ସହରରେ ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ନେଇ ସୂଚନା ମିଳିଛି । ଫୁଲବାଣୀରେ ସବୁଠାରୁ କମ ତାପମାତ୍ରା ି ୪.୫ ଡିଗ୍ରି ଥିବାର ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ ରାଜ୍ୟର ଅନ୍ୟ ଯେଉଁ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି, ସଥିମଧ୍ୟରେ ଅନୁଗୁଳରେ ୬ ଡିଗ୍ରି, ଦାରିଙ୍ଗବାଡିରେ ୮ ଡିଗ୍ରି, ଭବାନୀପାଟଣାରେ ୮.୨ ଡିଗ୍ରି, କୋରାପୁଟରେ ୮.୬ ଡିଗ୍ରି, ଝାରସୁଗୁଡ଼ାରେ ୮.୮ ଡିଗ୍ରି, ସୁନ୍ଦରଗଡ଼ରେ ୯.୫ ଡିଗ୍ରି, କେନ୍ଦୁଝରରେ ୯.୯ ଡିଗ୍ରି, ବଲାଙ୍ଗୀରରେ ୯.୫ ଡିଗ୍ରି, ବୌଦ୍ଧରେ ୯.୫ ଡିଗ୍ରି ଏବଂ ସୋନପୁରରେ ୯.୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଏହାଛଡ଼ା କଟକରେ ୧୨ ଡିଗ୍ରି ଏବଂ ଭୁବନେଶ୍ୱର ଠାରେ ୧୩.୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ନେଇ ସୂଚନା ମିଳିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO