
ରାଂଚି, ଝାରଖଣ୍ଡରେ କରୋନାର  ୨୭୪    ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ କରୋନା  ସଂକ୍ରମିତଙ୍କ ସଂଖ୍ୟା ବଢି ୧,୧୨,୬୦୬ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧,୦୦୮   ଜଣଙ୍କର ମୃତ୍ୟୁ ଘଟିଛି ।
 
ଆସାମରେ କରୋନାର ମାମଲା  ୨,୧୫,୨୫୦ ରେ ପହଂଚିଲା
ଦିସପୁର,  ଆସାମରେ ଗତ ୨୪ ଘଂଟାରେ କରୋନାର ୧୦୨    ଟି ନୂଆ ମାମଲା ସାମନାକୁ ଆସିଛି । କରୋନା  ସଂକ୍ରମିତଙ୍କ ସଂଖ୍ୟା ବଢି ୨,୧୫,୨୫୦ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।