ରାଷ୍ଟ୍ରୀୟ ପ୍ରଧାନମନ୍ତ୍ରୀ ମୋଦୀ ଓ ଶେଖ ହାସିନାଙ୍କ ବୈଠକ ଆଜି desk December 17, 2020 1 min read ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ବାଂଲାଦେଶୀ ସମକକ୍ଷ ଶେଖ ହାସିନାଙ୍କ ମଧ୍ୟରେ ଆଜି ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ ବୈଠକ ହେବାକୁ ଯାଉଛି । ଏହି ଅନଲାଇନ ସମ୍ମିଳନୀ ସମୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ୫୫ ବର୍ଷ ପରେ ସୀମା-ଆରପାରିରେ ରେଳ ଚଳାଚଳ କରିବା ନେଇ ସହମତି ହୋଇପାରେ । Tags: National Continue Reading Previous: ବିଦ୍ୟୁତ ଶକ୍ତି କ୍ଷେତ୍ରରେ ଭାରତ-ଆମେରିକା ବୁଝାମଣାପତ୍ରକୁ କ୍ୟାବିନେଟର ମଞ୍ଜୁରି Next: ଗୋଟିଏ ଦିନରେ ୩୫୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୫୧୪୭ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ମହାଭାରତରେ କର୍ଣ୍ଣ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ଅଭିନେତା ପଙ୍କଜ ଧୀରଙ୍କ ଦେହାନ୍ତ ରାଷ୍ଟ୍ରୀୟ ମହାଭାରତରେ କର୍ଣ୍ଣ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ଅଭିନେତା ପଙ୍କଜ ଧୀରଙ୍କ ଦେହାନ୍ତ October 15, 2025 ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁକେଶ ମହାଲିଙ୍ଗ ରାଷ୍ଟ୍ରୀୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁକେଶ ମହାଲିଙ୍ଗ October 9, 2025 ରାଷ୍ଟ୍ରପତି ମୁର୍ମୁ ଆଜି ଠାରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ, ସୋମନାଥ ଏବଂ ଦ୍ୱାରିକାଧୀଶ ମନ୍ଦିରରେ କରିବେ ଦର୍ଶନ ରାଷ୍ଟ୍ରୀୟ ରାଷ୍ଟ୍ରପତି ମୁର୍ମୁ ଆଜି ଠାରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ, ସୋମନାଥ ଏବଂ ଦ୍ୱାରିକାଧୀଶ ମନ୍ଦିରରେ କରିବେ ଦର୍ଶନ October 9, 2025