
କୈଳାଶ ଚନ୍ଦ୍ର ପଣ୍ଡା,
ପୁରୀ ,ଶ୍ରୀକ୍ଷେତ୍ର ଲେଖକ ସାମୁଖ୍ୟ ପୁରୀର ସାରସ୍ୱତ ସଂକଳନ ତଥା ବାର୍ଷିକ ମୁଖପତ୍ରୀ “ଦୟଣା -୨୦୨୦”ର ଲୋକାର୍ପଣ ଉତ୍ସବ ଦିବା ଘ ୧୧. ୩0 ମିନିଟ ସମୟରେ ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାର ନିକଟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଚରଣ କମଳରେ ଲାଗି କରାଯାଇ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ସଦାଶିବ ମିଶ୍ର, ଉପସଭାପତି ଶିବାସୁନ୍ଦର ମିଶ୍ର, ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ରଥ, କୋଷାଧକ୍ଷ ଦୀନବନ୍ଧୁ ଦାଶ, କାର୍ଯ୍ୟକାରୀ କମିଟିର ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ଲକ୍ଷ୍ମୀଧର ଖୁଣ୍ଟିଆ, ଅନାମ ଚନ୍ଦ୍ର ସାହୁ, ସଦସ୍ୟା ଶ୍ରୀମତୀ ବିଜୟା ଲକ୍ଷ୍ମୀ ସାହୁ ଓ ସୁଶ୍ରୀ କ୍ରିଷ୍ଣା ମହାପାତ୍ରଙ୍କ ଉପସ୍ଥିତିରେ ପତ୍ରିକା ଟି ଲୋକାର୍ପିତ ହୋଇଛି |