କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,କେ.ରମେଶ ର ହାଜତ ରେ ହତ୍ୟାକାଣ୍ଡ ଘଟଣା ରେ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦେବା ଦାବିରେ ବିଜେପି ପୁରୀ ଜିଲ୍ଲା ନେତୃତ୍ୱ ଙ୍କ ଦ୍ଵାରା ସାମ୍ବାଦିକ ସମ୍ମିଳନୀ। ଏହି ସାମ୍ବାଦିକ ସମ୍ମିଳନୀ ରେ ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲା ସଭାପତି ଶ୍ରୀ ଅଶ୍ରିତ୍ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ପ୍ରଭଞ୍ଜନ ମହାପାତ୍ର, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ଜୟନ୍ତ କୁମାର ଦାସ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀମତୀ ଜ୍ୟୋତି ମହାପାତ୍ର, ସିଂହଦ୍ଵାର ମଣ୍ଡଳ ସଭାପତି ଶ୍ରୀ ରବି ଦାସ, ଶରଧାବାଲି ମଣ୍ଡଳ ସଭାପତି ଶ୍ରୀ ସଞ୍ଜୀବ ମୁଖାର୍ଜୀ, ଉମାକାନ୍ତ ନାୟକ, ଦିଗ୍ଦର୍ସନ ପଟ୍ଟନାୟକ, ଅନିତା ପଟ୍ଟନାୟକ, ଭବାନୀ ଦାଶମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ।
Related Stories
November 24, 2024