
ନୂଆଦିଲ୍ଲୀ, ତିନି କୃଷି ଆଇନକୁ ବିରୋଧ କରି ବିଗତ ୧୨ ଦିନ ହେବ ବନ୍ଦ ଥିବା ଦିଲ୍ଲୀ-ନୋଏଡା ସୀମାକୁ ଶନିବାରକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ତାଙ୍କର ନିବାସରେ ଭେଟିବା ପରେ ଖୋଲିଦିଆ ଯାଇଛି ।
କଥାବାର୍ତାରେ ଏହାରୁ ନେଇ ସହମତି ହେବା ଯୋଗୁଁ ଚାଷୀମାନେ ସୀମାରେ ଧାରଣା ଶେଷ କରିଦେଇଛନ୍ତି ଏବଂ ଲୋକଙ୍କର ଯାତାୟତ ପାଇଁ ରାସ୍ତା ଅବରୋଧ ହଟାଇ ଦେଇଛନ୍ତି ।