
ନୂଆଦିଲ୍ଲୀ, ବିଶ୍ୱରେ କରୋନାରେ ଆଜି ୭ କୋଟି ୨୦ ଲକ୍ଷ ୮୧ ହଜାର ୫୨ ଜଣ ଲୋକ ସଂକ୍ରମିତ ହୋଇସାରିଛନ୍ତି । ସେହିପରି କରୋନା କାରଣରୁ ୧୬ ଲକ୍ଷ ୧୦ ହଜାର ୭୦୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ହୋଇ ଥିବା ୫ କୋଟି ୪ ଲକ୍ଷ ୭୪ ହଜାର ୩୧୩ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୯୯ ଲକ୍ଷ ୯୬ ହଜାର ୩୪ ଜଣ ଲୋକ ସକ୍ରିୟ ଅଛନ୍ତି ।
ସେହିପରି ଆମେରିକାରେ ଆଜି ସକାଳ ସାଢ଼େ ୬ଟା ୩୦ ସୁଦ୍ଧା କୋଟିଏ ୭୨ ଲକ୍ଷ ୮୧ ହଜାର ୫୨ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୩ ଲକ୍ଷ ୫ ହଜାର ୪୬ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୯୬ ଲକ୍ଷ ୪୧ ହଜାର ୮୭୮ ଜଣ ସୁସ୍ଥ ହୋଇଥିବା ବେଳେ ୬୫ ଲକ୍ଷ ୯୬ ହଜାର ୯୮୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୭ ହଜାର ୫୨୩ ଜଣ ଗୁରୁତର ଅଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO