
ନୂଆଦିଲ୍ଲୀ – କରୋନାରେ ବିଶ୍ୱରେ ମୋଟ ୬ କୋଟି ୮୫ ଲକ୍ଷ ୪୧ ହଜାର ୯୬୪ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ସେହିପରି ଏଥିରେ ୧୫ ଲକ୍ଷ ୬୨ ହଜାର ୨୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ମଧ୍ୟରୁ ୪ କୋଟି ୭୪ ଲକ୍ଷ ୪୩ ହଜାର ୪୫୭ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୯୬ ଲକ୍ଷ ୩୬ ହଜାର ୪୮୬ଜଣ ଲୋକ ସକ୍ରିୟ ଅଛନ୍ତି ।
ଅନ୍ୟ ପକ୍ଷରେ ଆମେରିକାରେ ଆଜି ସକାଳ ସାଢ଼େ ୬ଟା ୩୦ ସୁଦ୍ଧା କୋଟିଏ ୫୫ ଲକ୍ଷ ୮୫ ହଜାର ୩୨ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୯୩ ହଜାର ୩୫୮ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୯୦ ଲକ୍ଷ ୮୧ ହଜାର ୭୯୧ ଜଣ ସୁସ୍ଥ ହୋଇଥିବା ବେଳେ ୬୨ ଲକ୍ଷ ୯ ହଜାର ୮୮୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୬ ହଜାର ୭୨୧ ଜଣ ଗୁରୁତର ଅଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO