

ଏହି ଏହି ବୈଠକରେ ବରିଷ୍ଠ ସଭ୍ୟ ଗୌରାଙ୍ଗ ବେହେରା, ବାବାଜୀ ପରିଡା, ଯାଜପୁର ବ୍ରାହ୍ମଣୀ ବଞ୍ଚାଅ ସମିତିର ଲୋକନାଥ ଦାସ, ନୃସିଂହ ବେହେରା, ଦିଲ୍ଲୀପ ଦାସ, ସର୍ବେଶ୍ବର ସୈଠୀ, ସୁଶାନ୍ତ ରାଉତ, ରବିନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଆଗାମୀ ଦିନରେ ଏହି ସଂଗଠନ ପକ୍ଷରୁ ମିଳିତ ଭାବରେ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରାଯିବ । ଜନମଞ୍ଚର ୨୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ ସ୍ମରଣିକା ପ୍ରକାଶ କରାଯିବ । ମଦନପୁର ସମ୍ପର୍କରେ ଇତିବୃତି ଇତିବୃତି ପ୍ରକାଶ କରାଯିବ । ୨୫ ବର୍ଷର ପୂର୍ତ୍ତି ଉପଲକ୍ଷେ ଦୁଇଟି କମିଟି ଗଠନ କରାଯାଇ ରବୀନ୍ଦ୍ର ପରିଡା, ଗୌରାଙ୍ଗ ବେହେରାଙ୍କୁ ଆବାହକ ଚୟନ କରାଯାଇଛି । ଏହି ବୈଠକରେ ପାରେଶ୍ବର ବିଶ୍ବାଳ, ମଳୟ ଓଝା, ଅମୀୟ କର, ଗୋକୁଳ ରାଉତ, ସରୋଜ ପଣ୍ଡା, ବାବାଜୀ ଦାସ, ଖେତ୍ରବାସୀ ପ୍ରଧାନ, କୃପାସିନ୍ଧୁ ସାମଲ, ଖିରୋଦ ଦାସ, ରଞ୍ଜନ ଭୁଆଁ, ଉମେଶ ସାମଲ , ସଂଜୀବ ରାଉତ, ଚନ୍ଦ୍ର ଶେଖର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଶଶୀଭୂଷଣ କୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।