ଓଡିଶା ଆଉ ୬ ଜଣଙ୍କର କରୋନାରେ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୧୭୭୧ ହେଲା desk December 6, 2020 ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୬ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୭୧ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । Tags: Corona Continue Reading Previous: ମାଓବାଦୀ ପିଏଲଜିଏ ସପ୍ତାହ ପାଳନ, କଡା ସୁରକ୍ଷା ବଳୟ ରେ ଗୁରୁପ୍ରିୟା ସେତୁ Next: ହରିଣ ଛାଲ ସହିତ ବଜ୍ରକାପ୍ତା କାତି ଉଦ୍ଧାର : ୫ ଶିକାରୀ ଗିରଫ : ୧୦୦ ଫାଶ, ୪ ଦେଶି ବନ୍ଧୁକ ଜବତ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଆକାଂକ୍ଷୀ ଜିଲ୍ଲାରେ ସମସ୍ତ ସରକାରୀ ଯୋଜନାର ସଠିକ କାର୍ଯ୍ୟାନ୍ୱୟନ ନିଶ୍ଚିତ କରିବା ପାଇଁ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ 1 min read ଓଡିଶା ଆକାଂକ୍ଷୀ ଜିଲ୍ଲାରେ ସମସ୍ତ ସରକାରୀ ଯୋଜନାର ସଠିକ କାର୍ଯ୍ୟାନ୍ୱୟନ ନିଶ୍ଚିତ କରିବା ପାଇଁ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ November 5, 2025 ସୁଭଦ୍ରା ଶକ୍ତି ମେଳାରେ ମସଲା ସାମଗ୍ରୀ ପାଇଁ ଜମୁଛି ଭିଡ଼ 1 min read ଓଡିଶା ସୁଭଦ୍ରା ଶକ୍ତି ମେଳାରେ ମସଲା ସାମଗ୍ରୀ ପାଇଁ ଜମୁଛି ଭିଡ଼ November 5, 2025 ୯ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଦ୍ଵିତୀୟ ପର୍ଯ୍ୟାୟ ବିଶେଷ ସଘନ ସଂଶୋଧନ ଆରମ୍ଭ 1 min read ଓଡିଶା ୯ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଦ୍ଵିତୀୟ ପର୍ଯ୍ୟାୟ ବିଶେଷ ସଘନ ସଂଶୋଧନ ଆରମ୍ଭ November 5, 2025