
ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଶନିବାର ଦିନ ଢେଙ୍କାନାଳ ବିଜେଡି ଜିଲ୍ଲା କମିଟିର ଘୋଷଣା କରିଛନ୍ତି । ଏଥିରେ ମୋଟ ୨୮ ଜଣ ରହିଛନ୍ତି ।
ଏମାନଙ୍କ ମଧ୍ୟରେ ପାଂଚ ଜଣ ଉପ ସଭାପତି, ଛଅ ଜଣ ସାଧାରଣ ସମ୍ପାଦକ ରହିଥିବାବେଳେ ୧୬ ଜଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷ ରହିଛନ୍ତି ।