ଓଡିଶା ମହାଶୟ ଧର୍ମପାଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ desk December 3, 2020 ଭୁବନେଶ୍ୱର – ଏମଡିଏଚ ମସଲା ଗ୍ରୁପର ପ୍ରତିଷ୍ଠାତା ମହାଶୟ ଧର୍ମପାଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଶୋକ ପ୍ରକାଶ କରି କହିଛନ୍ତି ଯେ ସେ ଭାରତର ଉଦ୍ୟମିତା ଯାତ୍ରାର ଏକ ଉଦାହରଣ ଥିଲେ । ସେ ଏମଡିଏଚ ମସାଲାକୁ ଏକ ଆଇକନିକ ବ୍ରାଂଡରେ ପରିଣତ କରିଥିଲେ । ଲୋକ ମାନଙ୍କର ସେବା କାମ ପାଇଁ ସେ ସବୁବେଳେ ମନେ ରହିବେ । Tags: naveen Continue Reading Previous: ରାଜ୍ୟରେ ୬୦ ଲକ୍ଷ କରୋନା ପାଇଁ ନମୂନା ପରୀକ୍ଷଣ Next: ଗୋଟିଏ ଦିନରେ ୪୩୪ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୦୦୧୭ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ରାଜ୍ୟସ୍ତରୀୟ ବାର୍ଷିକ ରବି ସମ୍ମିଳନୀ ୨୦୨୫-୨୬ ଅନୁଷ୍ଠିତ 1 min read ଓଡିଶା ରାଜ୍ୟସ୍ତରୀୟ ବାର୍ଷିକ ରବି ସମ୍ମିଳନୀ ୨୦୨୫-୨୬ ଅନୁଷ୍ଠିତ October 25, 2025 ବିହାର ନିର୍ବାଚନ ଏବଂ ଉପ-ନିର୍ବାଚନ ୨୦୨୫: ସମସ୍ତ ମତଦାନ କେନ୍ଦ୍ରରେ ସର୍ବନିମ୍ନ ସୁବିଧା ଏବଂ ଭୋଟର ସହାୟତା ସୁନିଶ୍ଚିତ କରାଯିବ 1 min read ଓଡିଶା ବିହାର ନିର୍ବାଚନ ଏବଂ ଉପ-ନିର୍ବାଚନ ୨୦୨୫: ସମସ୍ତ ମତଦାନ କେନ୍ଦ୍ରରେ ସର୍ବନିମ୍ନ ସୁବିଧା ଏବଂ ଭୋଟର ସହାୟତା ସୁନିଶ୍ଚିତ କରାଯିବ October 25, 2025 “ରିଫ୍ରେଶର୍ କୋର୍ସ ଇନ୍ ଫାର୍ଷ୍ଟ ଏଡ୍” ବିଷୟରେ ସୁରକ୍ଷା ଏବଂ ଗୁଣବତ୍ତା ସମ୍ପର୍କିତ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ଓଡିଶା “ରିଫ୍ରେଶର୍ କୋର୍ସ ଇନ୍ ଫାର୍ଷ୍ଟ ଏଡ୍” ବିଷୟରେ ସୁରକ୍ଷା ଏବଂ ଗୁଣବତ୍ତା ସମ୍ପର୍କିତ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା October 25, 2025