ଓଡିଶା ରାଜ୍ୟରେ ୬୦ ଲକ୍ଷ କରୋନା ପାଇଁ ନମୂନା ପରୀକ୍ଷଣ desk December 3, 2020 ଭୁବନେଶ୍ୱର – ରାଜ୍ୟରେ ୬୦ ଲକ୍ଷ କରୋନା ପରୀକ୍ଷଣ ସମ୍ପନ୍ନ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ କରି କହିଛନ୍ତି ଯେ ବର୍ତମାନ ସୁଦ୍ଧା ରାଜ୍ୟରେ ୬୦ ଲକ୍ଷ କରୋନା ପରୀକ୍ଷଣ ହୋଇଛି । ଗତ ୪.୫ ମାସ ମଧ୍ୟରେ ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମି ୫ ହଜାରରୁ କମ ହୋଇ ସାରିଛି । Tags: Corona Continue Reading Previous: ଶୁକ୍ରବାର ଓଡ଼ିଶାଗ୍ରସ୍ତରେ ଆସିବେ କଂଗ୍ରେସ ପ୍ରଭାରୀ ଡ. ଏ ଚେଲା କୁମାରNext: ମହାଶୟ ଧର୍ମପାଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories କେନ୍ଦ୍ର ସରକାରଙ୍କ ‘ଜଳ ଶକ୍ତି ହାକାଥନ୍–୨୦୨୫’ :ଏକ ଜାତୀୟ ଜଳ ଆନ୍ଦୋଳନ 1 min read ଓଡିଶା କେନ୍ଦ୍ର ସରକାରଙ୍କ ‘ଜଳ ଶକ୍ତି ହାକାଥନ୍–୨୦୨୫’ :ଏକ ଜାତୀୟ ଜଳ ଆନ୍ଦୋଳନ December 15, 2025 ରାଜ୍ୟସ୍ତରୀୟ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି 1 min read ଓଡିଶା ରାଜ୍ୟସ୍ତରୀୟ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି December 15, 2025 ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ମାଷ୍ଟର୍ସ ୨୦୨୫ ଉଦ୍ଯାପିତ 1 min read ଓଡିଶା ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ମାଷ୍ଟର୍ସ ୨୦୨୫ ଉଦ୍ଯାପିତ December 15, 2025