ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ମୃଦଳା ସିହ୍ନାଙ୍କ ବିୟୋଗରେ ଶୋକ desk November 19, 2020 ଭୁବନେଶ୍ୱର– ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗୋଆର ପୂର୍ବତନ ରାଜ୍ୟପାଳ ତଥା ବିଜେପିର ବରିଷ୍ଠ ନେତା ଶ୍ରୀମତୀ ମୃଦଳା ସିହ୍ନାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ଗୋଆର ପୂର୍ବତନ ରାଜ୍ୟପାଳ ତଥା ବିଜେପିର ବରିଷ୍ଠ ନେତା ଶ୍ରୀମତୀ ମୃଦଳା ସିହ୍ନାଙ୍କ ବିୟୋଗରେ ସେ ଦୁଖିତ । ସେ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିବା ସହ ତାଙ୍କର ଅମର ଆତ୍ମାର ସଦଗତିର କାମନା କରିଛନ୍ତି । Tags: Governer Continue Reading Previous: କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୨୦ ଗିରଫNext: ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଚିତ୍ରକୋଣ୍ଡା ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଶରଧା ବାଲିରେ ପ୍ରଭୁ ଶ୍ରୀବଳଭଦ୍ର ଓ ମା ସୁଭଦ୍ରାଙ୍କ ରଥ ଦକ୍ଷିଣ ମୋଡ, ଓଡିଶା ଶରଧା ବାଲିରେ ପ୍ରଭୁ ଶ୍ରୀବଳଭଦ୍ର ଓ ମା ସୁଭଦ୍ରାଙ୍କ ରଥ ଦକ୍ଷିଣ ମୋଡ, July 3, 2025 Indo Kaling Times 02 July 2025 Important news 1 min read ଓଡିଶା Indo Kaling Times 02 July 2025 Important news July 2, 2025 3ଦିନ ପ୍ରବଳ ବର୍ଷିବ ଓଡିଶା 3ଦିନ ପ୍ରବଳ ବର୍ଷିବ July 2, 2025