
ଭୁବନେଶ୍ବର,ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜିଠାରୁ ୩ ଦିନ ଯାଏଁ ସମସ୍ତଙ୍କର କରୋନା ଟେଷ୍ଟ ଅନୁଷ୍ଠିତ ହେବ ।
ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀ, ସେମାନଙ୍କ ବ୍ୟକ୍ତିଗତ ସଚିବ, ସହାୟକ ଏବଂ ବିଧାନସଭା କର୍ମଚାରୀ ତଥା ସାମ୍ବାଦିକ ମାନଙ୍କର କୋଡିଭ୍ ଟେଷ୍ଟ ହେବ ।