ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ଜସେଲମେରର ଲୋଙ୍ଗେବାଲା ଠାରେ ସୈନିକ ମାନଙ୍କ ସହ ଦୀପାବଳୀ ପାଳନ କରିବେ। ତାଙ୍କ ସହ ସିଡିଏସ ବିପିନ ରାୱତ, ସେନା ମୁଖ୍ୟ ଏମଏମ ନରୱାଣେ ମଧ୍ୟ ଉପସ୍ଥିତ ରହିବେ ।