ଓଡିଶା କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୩୪ ଗିରଫ desk November 11, 2020 ଭୁବନେଶ୍ୱର–ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୩୪ ଜଣଙ୍କୁ ଗିରଫ କରା ଯାଇଥିବା ବେଳେ ୬୮୨ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୧୮,୭୬,୧୪୦ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି । Tags: Odisha Police Continue Reading Previous: ଯାଜପୁର ଜିଲ୍ଲାରେ ନିୟମ ଉଲ୍ଲଂଘନକୁ ନେଇ ୨୪ ଘଂଟାରେ ଆଦାୟ ହେଲା ୧୭୭ ଜଣଙ୍କ ଠାରୁ ଜୋରିମାନା Next: ମନ୍ଦିର ଖୋଲାଯିବା ଦାବିରେ ଘଣ୍ଟ ବଜାଇ ପ୍ରତିବାଦ ଜଣାଇଲେ ସେବାୟତ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 11 September 2025 Important news ଓଡିଶା Indo Kaling Times 11 September 2025 Important news September 11, 2025 ସାର ଯୋଗାଣ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ 1 min read ଓଡିଶା ସାର ଯୋଗାଣ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ September 11, 2025 ଆମ ଭାଷା ହେଉଛି ଆମ ପରିଚୟ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଓଡିଶା ଆମ ଭାଷା ହେଉଛି ଆମ ପରିଚୟ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ September 11, 2025