(1) ଦୂରସଞ୍ଚାର / ଆଇସିଟି ନୀତି ଏବଂ ନିଯନ୍ତ୍ରଣ
(2) ସ୍ପେକ୍ଟ୍ରମ ପରିଚାଳନା
(3) ମୋବାଇଲ ରୋମିଙ୍ଗ ସମେତ ଦୂରସଞ୍ଚାର ଯୋଗାଯୋଗ
(4) ଦୂରସଞ୍ଚାର / ଆଇସିଟି ବୈଷୟିକ ମାନକ, ପରୀକ୍ଷା ଏବଂ ପ୍ରମାଣନ
(5) ବେତାର ଯୋଗାଯୋଗ
(6) 5ଜି, ଇଣ୍ଟରନେଟ ଅଫ ଥିଙ୍ଗସ/ ମେସିନ ଟୁ ମେସିନ ଇଣ୍ଟରନେଟ, କ୍ଲାଉଡ କମ୍ପ୍ୟୁଟିଙ୍ଗ, ବିଗ ଡାଟା ଇତ୍ୟାଦି କ୍ଷେତ୍ରରେ ଦୂରସଞ୍ଚାର / ଆଇସିଟି ବୈଷୟିକ ବିକାଶ
(7) ଦୂରସଞ୍ଚାର ଭିତ୍ତିଭୂମିର ସୁରକ୍ଷା ଏବଂ ଦୂରସଞ୍ଚାର ସେବାର ବ୍ୟବହାରିକ ସୁରକ୍ଷା
(8) ଉଚ୍ଚ ବୈଷୟିକ ଜ୍ଞାନ ବୃଦ୍ଧି ଏବଂ ଆବଶ୍ୟକସ୍ଥଳେ ବିଶେଷଜ୍ଞତାର ବିନିମୟ
(9) କ୍ରମବର୍ଦ୍ଧିଷ୍ଣୁ ବୈଷୟିକ ଜ୍ଞାନ ବିକାଶ ଓ ଉଦ୍ଭାବନ କ୍ଷେତ୍ରରେ ଗବେଷଣା ଓ ବିକାଶ ସମ୍ପର୍କୀୟ ସମନ୍ଵୟ
(10) ଦୂରସଞ୍ଚାର ଓ ଆଇସିଟି କ୍ଷେତ୍ରରେ ଅନୁବନ୍ଧିତ ତୃତୀୟ ରାଷ୍ଟ୍ରମାନଙ୍କ ସହ କାର୍ଯ୍ୟ କରିବାର ସୁଯୋଗ
(11) ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ବୈଷୟିକ କାର୍ଯ୍ୟକଳାପରେ ଦୂରସଞ୍ଚାର / ଆଇସିଟି ଶିଳ୍ପର ପ୍ରତିନିଧିମାନଙ୍କ ପରିଦର୍ଶନ ଓ ପ୍ରଦର୍ଶନୀ ଇତ୍ୟାଦି
(12) ଉଭୟ ପକ୍ଷର ସହମତି ଭିତ୍ତିରେ ଦୂରସଞ୍ଚାର / ଆଇସିଟି କ୍ଷେତ୍ରରେ ଅନ୍ୟାନ୍ୟ ସହଯୋଗ