![](https://indokalingtimes.com/wp-content/uploads/2019/09/IKT-logo-3.jpg)
ଭୁବନେଶ୍ୱର – ଗ୍ୟାଙ୍ଗଷ୍ଟାର ଟିଟୋର ପ୍ରମୁଖ ସହଯୋଗୀ ଦଙ୍ଗା ଓରଫ ସେକ୍ ଜାବିଦକୁ କ୍ରାଇମବ୍ରାଂଚ ଏସଟିଏଫ ଗିରଫ କରିଛି । ଆଜି ସକାଳ ସାଢ଼େ ୯ଟା ସମୟରେ ତାକୁ ଗିରଫ କରାଯାଇଥିବା ନେଇ ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।
ସେକ୍ ଜାବିଦର ଘର କେନ୍ଦ୍ରାପଡ଼ା ସହରରେ । ସେ ଠିକାଦାର ଶିବପ୍ରସାଦ ପରିଡ଼ା ଅପହରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲା । ବଟି ନଦେବାରୁ ସେ ଶିବପ୍ରସାଦକୁ ଉଠାଇ ନେଇ ନିସ୍ତୁକ ପିଟିଥିଲା ।