ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ କୋବିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ରାଜ୍ୟରେ ୨ ଟି ମାମଲା ରୁଜୁ ହୋଇଛି । ଏହି ସମୟ ମଧ୍ୟରେ ୧୫ ଜଣ ଗିରଫ ହୋଇଛନ୍ତି । ୬୯୮ ଟି ବାହନକୁ ଜବତ କରା ଯାଇଛି । ୧୮,୭୧,୧୦୦ଜୋରିମାନା ଆକାରରେ ଆଦାୟ କରା ଯାଇଛି । ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।
Related Stories
May 15, 2024