ରାଷ୍ଟ୍ରୀୟ ତାମିଲନାଡୁର କୃଷି ମନ୍ତ୍ରୀଙ୍କ କରୋନାରେ ପରଲୋକ desk November 1, 2020 ଚେନ୍ନାଇ– କରୋନା ସଂକ୍ରମିତ ତାମିଲନାଡୁର କୃଷି ମନ୍ତ୍ରୀ ଆର. ଦୋରଇକାନୁଙ୍କ ଶନିବାର ବିଳମ୍ବିତ ରାତ୍ରୀରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ତାଙ୍କର ବିୟୋଗରେ ରାଜନୈତିକ ବ୍ୟକ୍ତି ମାନେ ଶୋକ ପ୍ରକାଶ କରିଛନ୍ତି । Tags: Tamilnadu Continue Reading Previous: ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି ଜଣାଇଲେ ଶୁଭେଚ୍ଛା Next: ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପ୍ରତିଷ୍ଠା ଦିବସରେ ଉପ ରାଷ୍ଟ୍ରପତି ଜଣାଇଲେ ଶୁଭେଚ୍ଛା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ମହାଭାରତରେ କର୍ଣ୍ଣ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ଅଭିନେତା ପଙ୍କଜ ଧୀରଙ୍କ ଦେହାନ୍ତ ରାଷ୍ଟ୍ରୀୟ ମହାଭାରତରେ କର୍ଣ୍ଣ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ଅଭିନେତା ପଙ୍କଜ ଧୀରଙ୍କ ଦେହାନ୍ତ October 15, 2025 ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁକେଶ ମହାଲିଙ୍ଗ ରାଷ୍ଟ୍ରୀୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁକେଶ ମହାଲିଙ୍ଗ October 9, 2025 ରାଷ୍ଟ୍ରପତି ମୁର୍ମୁ ଆଜି ଠାରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ, ସୋମନାଥ ଏବଂ ଦ୍ୱାରିକାଧୀଶ ମନ୍ଦିରରେ କରିବେ ଦର୍ଶନ ରାଷ୍ଟ୍ରୀୟ ରାଷ୍ଟ୍ରପତି ମୁର୍ମୁ ଆଜି ଠାରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ, ସୋମନାଥ ଏବଂ ଦ୍ୱାରିକାଧୀଶ ମନ୍ଦିରରେ କରିବେ ଦର୍ଶନ October 9, 2025