
ବେଲଗୁଣ୍ଠା – ପବିତ୍ର କୁମାର ପୂର୍ଣ୍ଣମା ଅବସରରେ ବେଲଗୁଣ୍ଠା ଅଞ୍ଚଳରେ ମା ଗଜଲକ୍ଷ୍ମୀ ପୂଜା ନିରାଡମ୍ବର ସହକାରେ ଅନଷ୍ଠିତ ହୋଇ ଯାଇଅଛି। ଗତ କିଛି ବର୍ଷ ଧରି ଚାଲି ଆସୁଥିବା ଏହି ପାରମ୍ପରିକ ରୀତି ରେ ଏହି ବର୍ଷ କରୋନା କଟକଣା କୁ ଆଖି ଆଗରେ ରଖି ସମସ୍ତ ପୂଜା କମିଟି ଙ୍କୁ ପ୍ରଶାସନ ର ଚେତାବନୀ ରହିଥିଲା ଯେ କୌଣସି ପ୍ରକାରେ ଭିଡ଼ ନ ଜମେଇବା ପାଇଁଁ ତେଣୁ ସମସ୍ତ ପୂଜା କମିଟି ଏହାକୁ ପାଳନ କରି ପୂଜା ନିରାଡମ୍ବର ଭାବେ ପାଳନ କରିଛନ୍ତି। ଭକ୍ତ ମାନଙ୍କ ମଧ୍ୟରେ ମାଙ୍କୁ ଦର୍ଶନ ଲଭିବାରୁ ବଞ୍ଚିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି।