ରାଷ୍ଟ୍ରୀୟ ବୈଷ୍ଣବ ପାଣିଙ୍କୁ ମନେ ପକାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ desk October 31, 2020 ଭୁୁବନେଶ୍ୱର– କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣ କବି ବୈଷ୍ଣବ ପାଣିଙ୍କ ଜୟନ୍ତୀରେ ମନେ ପକାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ବିଶିଷ୍ଟ କବି, ନାଟ୍ୟକାର ତଥା ସମାଜ ସଂସ୍କାରକ ‘ଗଣକବି’ ବୈଷ୍ଣବ ପାଣିଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି । Tags: Dharmendra Continue Reading Previous: ରାଜ୍ୟରେ ଆଉ ୧୨ ଜଣଙ୍କର କରୋନାରେ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୧୩୨୦ ହେଲା Next: ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି ଜଣାଇଲେ ଶୁଭେଚ୍ଛା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories କୁଲଗାମ ଏନକାଉଣ୍ଟରରେ ଆତଙ୍କବାଦୀ ନିହତ, ଜଣେ ସେନା ଅଧିକାରୀ ଆହତ ରାଷ୍ଟ୍ରୀୟ କୁଲଗାମ ଏନକାଉଣ୍ଟରରେ ଆତଙ୍କବାଦୀ ନିହତ, ଜଣେ ସେନା ଅଧିକାରୀ ଆହତ September 8, 2025 ସମସ୍ତ ବୟସର ଲୋକଙ୍କ ଗତିଶୀଳତାକୁ ଉନ୍ନତ କରିବାରେ ଫିଜିଓଥେରାପି ଗୁରୁତ୍ୱପୂର୍ଣ୍ଣ: ଜେପି ନଡ୍ଡା ରାଷ୍ଟ୍ରୀୟ ସମସ୍ତ ବୟସର ଲୋକଙ୍କ ଗତିଶୀଳତାକୁ ଉନ୍ନତ କରିବାରେ ଫିଜିଓଥେରାପି ଗୁରୁତ୍ୱପୂର୍ଣ୍ଣ: ଜେପି ନଡ୍ଡା September 8, 2025 ଜିଏସଟି ଦରରେ ହ୍ରାସ ଯୋଗୁ ଅର୍ଥବ୍ୟବସ୍ଥାକୁ ମିଳିବ ପ୍ରୋତ୍ସାହନ- ଜାଫର ଇସଲାମ 1 min read ରାଷ୍ଟ୍ରୀୟ ଜିଏସଟି ଦରରେ ହ୍ରାସ ଯୋଗୁ ଅର୍ଥବ୍ୟବସ୍ଥାକୁ ମିଳିବ ପ୍ରୋତ୍ସାହନ- ଜାଫର ଇସଲାମ September 8, 2025